Download Now Banner

This browser does not support the video element.

ଧରାକୋଟ: ଗଣେଷ ପୂଜା ଉପଲକ୍ଷେ ସୁମନ୍ତପୁର ରେ ଆୟୋଜିତ ରାମାୟଣ ନାଟକ କୁ ଉଦଘାଟନ କଲେ ସାନଖେମୁଣ୍ଡି ବିଧାୟକ

Dharakote, Ganjam | Aug 28, 2025
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳି ସୁମନ୍ତପୁର ଗ୍ରାମ ଗ୍ରସ୍ତ କରିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା l ସେ ଗ୍ରାମର ବହୁ ଗଣେଷ ମଣ୍ଡପ ବୁଲିବା ସହ ପ୍ରଭୁ ଗଣେଷ ଙ୍କ ଦର୍ଶନ କରିଥିଲେ l ପରେ ଗ୍ରାମରେ ଆୟୋଜିତ ରାମାୟଣ ନାଟକ କୁ ଉଦଘାଟନ କରିଛନ୍ତି ସାନଖେମୁଣ୍ଡି ବିଧାୟକ l
Read More News
T & CPrivacy PolicyContact Us