This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସତ୍ୟବିହାର ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଏଭଳି ଗଣ୍ଡଗୋଳ, ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସର ଛାନବିନ
Bhubaneswar M Corp, Khordha | Aug 31, 2025
ସତ୍ୟବିହାର ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଏଭଳି ଗଣ୍ଡଗୋଳ, ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସର ଛାନବିନ | ପାର୍କିଂକୁ ନେଇ ଗଣ୍ଡଗୋଳ । ରେଷ୍ଟୁରାଣ୍ଟ ସିକ୍ୟୁରିଟି ଗାର୍ଡର ଛୁରାମାଡ଼ରେ ଜଣେ ଆହତ । ଆହତ ବ୍ୟକ୍ତିଙ୍କ ଦେହରେ ଏକାଧିକ କ୍ଷତ ସୃଷ୍ଟି ହୋଇଛି । ଭୁବନେଶ୍ବର ସତ୍ୟବିହାର ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଏଭଳି ଗଣ୍ଡଗୋଳ ଘଟିଛି । ଖାଇବାକୁ ଆସିଥିବା ଗେଷ୍ଟ ଓ ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ ମାରପିଟ୍ ହୋଇଛି । ମାରପିଟରେ ଉଭୟ ସିକ୍ୟୁରିଟି ଗାର୍ଡ ଏବଂ ଗେଷ୍ଟ ଆହତ ହୋଇଛନ୍ତି । ଉଭୟ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି ମଞ୍ଚେଶ୍ୱର ଥାନା ପୋଲିସ ।