This browser does not support the video element.
ଲାଞ୍ଜିଗଡ: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲାଞ୍ଜିଗଡ଼ ରୋଡ ଠାରେ ରେ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦେବା ଅଭିଯୋଗ ।
Lanjigarh, Kalahandi | Aug 21, 2025
ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲାଞ୍ଜିଗଡ଼ ରୋଡ ଠାରେ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦେବା କୁ ନେଇ ଅଭିଯୋଗ ହେଉଛି।ଅଭିଯୋଗ ଅନୁସାରେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ କୁ MDM ର ପରିଚାଳନା ଦାୟିତ୍ୱ ଦିଆଯାଇଛି। ହେଲେ ଉକ୍ତ SHG ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦେଉଥିବା ଅଭିଯୋଗ କରି ବାରମ୍ବାର ତାଗିଦ କରିବା ସତ୍ତ୍ୱେ ଖାଦ୍ୟ ରେ କୌଣସି ପରିବର୍ତ୍ତନ ନହେବା ଫଳରେ ଆଜି ବିଇଓଙ୍କ ଦ୍ବାରସ୍ଥ ହୋଇଥିବା ସୁଚନା।