Install App
santosh0986416
This browser does not support the video element.
ନର୍ଲା: ଶ୍ରିପାଲି ଗ୍ରାମର କୁମାର ରଣା କୁ ତାଙ୍କ ବଡ଼ ଭାଇ ଧାରୁଆ ଅସ୍ତ୍ର ରେ ଆକ୍ରମଣ ଉଦ୍ୟମ ଧମକ କଥା କୁ ନେଇ ଆଜି ଥାନାରେ ଅଭିଯୋଗ
Narala, Kalahandi | Sep 10, 2025
ନର୍ଲା ଥାନା ଅନ୍ତର୍ଗତ ଶ୍ରିପାଲି ଗ୍ରାମର କୁମାର ରଣା ଙ୍କୁ ତାଙ୍କ ବଡ ଭାଈ କରୁଣା ରଣା କୌଣସି କଥା କୁ ନେଇ ଝଗଡ଼ା କରି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପାଇଁ ଧମକ ଚମକ ଦେଉଥିବା ଘଟଣା କୁ ନେଇ ଆଜି ବୁଧବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଥାନାରେ ଅଭିଯୋଗ କରିଛନ୍ତି କୁମାର ରଣା
Share
Read More News
T & C
Privacy Policy
Contact Us
Your browser does not support JavaScript!