This browser does not support the video element.
କଣ୍ଟାମାଳ: ରକ୍ସା ଜଙ୍ଗଲରେ ଚଢ଼ାଉ ଦେଶୀ ମଦସହ ବିପୁଳ ମହୁଲ ପୋଚ ନଷ୍ଟ
Kantamal, Boudh (Bauda) | Sep 11, 2025
ରକ୍ସା ଜଙ୍ଗଲରେ ଚଢ଼ାଉ ଦେଶୀ ମଦସହ ବିପୁଳ ମହୁଲ ପୋଚ ନଷ୍ଟ ଜଙ୍ଗଲ ଭିତରେ ଚାଲିଥିଲା ବେଆଇନ ଭାବରେ ମଦ ପ୍ରସ୍ତୁତି ଖବର ପାଇଥିବା ଅବକାରି ମୋବାଇଲ ସ୍କୁଆଡ଼ I ଏହି ମଦ ପ୍ରସ୍ତୁତି ଚାଲିଥିଲା ମନମୁଣ୍ଡା ଥାନାର ରକ୍ସା ଜଙ୍ଗଲ ରେ I ଏକ ଟିମ ଚଢ଼ାଉ କରିଥିଲା ଘଟଣା ସ୍ଥଳ ରେ ମଦ ପ୍ରସ୍ତୁତି କରୁଥିବା ମାଫିଆ ଚମ୍ପଟ ମାରିଥିଲା I ଘଟଣା ସ୍ଥଳରୁ 400kg ମହୁଲ ପୋଚ ନଷ୍ଟ ଶହ 10ଲିଟର ଦେଶୀ ମଦ ଜବତ କରି 118-25-26ମାମଲା ରୁଜୁ କରି ତଦନ୍ତ ନେଇ ରାତି 8ଘଣ୍ଟା ସମୟ ରେ ମୋବାଇଲ ସ୍କୁଡ ଅଧିକାରୀ ଗଦାଧର ମହାରଣା ସୂଚନା ଦେଇଛନ୍ତି ଏହି ଛଢାଉଁ ଦିନ 3ଘଣ୍ଟା ରେ ହୋଈଥିବା ଜଣାପଡୁଛି I