This browser does not support the video element.
ଭୋଗରାଇ: ଜଳେଶ୍ୱରପୁର ରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ, ଯୋଗ ଦେଲେ ଭୋଗରାଇ ବିଧାୟକ ।
Bhograi, Balasore | Sep 6, 2025
କ୍ରୀଡ଼ା ଆମ ଶରୀରକୁ ସଶକ୍ତ କରେ ଓ ମନକୁ ପ୍ରଫୁଲ୍ଲ କରେ। ତେଣୁ କ୍ରୀଡ଼ାକୁ ଛାଡ଼ି ଏକ ସୁସ୍ଥ ଜୀବନର କଳ୍ପନା କରାଯାଇପାରିବ ନାହିଁ। ଆଜି ଭୋଗରାଇର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଜଳେଶ୍ଵରପୁର ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ବ୍ଲକସ୍ତରୀୟ ଖେଳ ଓ ଦୌଡ଼କୁଦ ପ୍ରତିଯୋଗିତାକୁ ଉଦଘାଟନ କରିବା ସହ କ୍ରୀଡ଼ାବିତ ପିଲାମାନଙ୍କ ଗହଣରେ ବେଶ କିଛି ସମୟ କଟାଇଛନ୍ତି ଭୋଗରାଇ ବିଧାୟକ ।