This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଗିରିପାଲିରେ ଝଗଡା ଛଡ଼ାଇବାକୁ ଯାଇ, ଯୁବକ ଗୁରୁତର ଆହତ
Sambalpur M, Sambalpur | Aug 30, 2025
ଝଗଡା ଛଡ଼ାଇବାକୁ ଯାଇ, ଯୁବକ ଗୁରୁତର ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ଆଜି ରାତି କୌଣସି ଏକ କାରଣକୁ ନେଇ ଗିରିପାଲି ରେ କିଛି ଯୁବକଙ୍କ ମଧ୍ଯରେ ଝଗଡା ହେଉଥିଲା l ଏହି ସମୟରେ ଆଦିତ୍ୟ ଜଉଡ଼ା ନାମକ ଜଣେ ଯୁବକ ଝଗଡା ଛଡ଼ାଉଥିବା ବେଳେ ଜଣେ ଯୁବକ ତାଙ୍କ ବେକକୁ ଏକ ଛୁରି ରେ କାଟି ଦେଇଥିଲା l ଯାହାଫଳରେ ଆଦିତ୍ୟ ଗୁରୁତର ଆହତ ହେଇଥିଲେ l ତାଙ୍କୁ ତୁରନ୍ତ ସଦର ମେଡିକାଲ ଚିକିତ୍ସା ପାଈଁ ଆଣି ଭର୍ତି କରାଯାଇଛି l