This browser does not support the video element.
ଉମରକୋଟ: ଖୁଡୁକୁ ପଞ୍ଚାୟତର ୧୦ ଗୋଟି ଗ୍ରାମର ଗ୍ରାମବାସୀଙ୍କ ଭୋଟ ବର୍ଜନ
Umarkote, Nabarangpur | May 13, 2024
ଭୋଟ ବର୍ଜନ କଲେ 10 ଗ୍ରାମବାସୀ ଆଜି ଗଣତନ୍ତ୍ର ର ମହା ପର୍ବ ମତଦାନ। ଏହି ଅବସର ରେ ଚାରି ଆଡେ ବହୁ ଉତ୍ସାହ ର ସହ ଭୋଟ ଚାଲିଥିବା ବେଳେ ଖୁଡୁକୁ ପଞ୍ଚାୟତ ର 10 ଗୋଟି ଗ୍ରାମ ର ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି ଜଙ୍ଗଲ ଅଧିକାର ଆଇନର ଉଲଂଘନ ବା ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ ଦାବୀରେ ଭୋଟ ବର୍ଜନ କରିଥିବା ଜଣାପଡିଛି