Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ତୋଶାଳି ଭବନରେ ସୂଚନା କମିଶନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିକ୍ରିୟା ରଖିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ

Bhubaneswar M Corp, Khordha | Sep 10, 2025
ସୂଚନା ଅଧିକାର ଅଭିଯାନ ତରଫରୁ  ସୂଚନା କମିଶନ ଙ୍କ ବେଆଇନ କାର୍ଯ୍ୟ, ମନଇଛା କେଶ ଖାରଜ, କେଶ ଶୁଣାଣିରେ ବିଫଳତା  ପ୍ରତିବାଦରେ  ତୋଶାଳି ଭବନ ସ୍ଥିତ ସୂଚନା କମିଶନ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ସୂଚନା ଅଧିକାରୀ କର୍ମୀ |
Read More News
T & CPrivacy PolicyContact Us