Install App
ganesh35991
This browser does not support the video element.
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ସାମନ୍ତରା ପୋଖରୀରେ ବୁଡ଼ି ଜଣେ ମୃତ l ମୃତ ବ୍ୟକ୍ତି ଯୁଧିଷ୍ଠି ନାହାକ,ସ୍ୱଚ ହେବାକୁ ଯାଇ ପୋଖରୀରେ ବୁଡ଼ି ଯାଇ ମୃତ୍ୟୁ
Kabisuryanagar, Ganjam | Sep 30, 2025
କବିସୂର୍ଯ୍ୟନଗର ସାମନ୍ତରା ପୋଖରୀରେ ବୁଡ଼ି ଜଣେ ମୃତ l ମୃତ ବ୍ୟକ୍ତି ଯୁଧିଷ୍ଠି ନାହାକ ହୋଇଥିବା ବେଳେ ସ୍ୱଚ ହେବାକୁ ଯାଇ ପୋଖରୀରେ ବୁଡ଼ି ଯାଇଥିଲେ l ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ଦମକଳ ବାହିନୀ ପହଞ୍ଚି ଶବ ଉଦ୍ଧାର କରିଥିବା ସୂଚନା ମିଳିଛି.ଅନ୍ୟପଟେ ରାତ୍ରି ହେବା ସ୍ୱେତେ ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!