This browser does not support the video element.
କେନ୍ଦୁଝର ସହର: ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟିରେ ରାସ୍ତା ଉପରେ ପଥର ଖସିବା ଫଳରେ ଯାତାୟାତ
Kendujhar Town, Kendujhar | Aug 24, 2025
ପ୍ରବଳ ବର୍ଷାରେ କେନ୍ଦୁଝର ଜିଲ୍ଲାର ହାଲ୍ ବେହାଲ ହୋଇ ପଡ଼ିଛି । ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟିରେ ରାସ୍ତା ଉପରେ ପଥର ଖସିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ୨ଟି ବଡ ପଥର ଖସିଥିବା ବେଳେ, ଗୋଟିଏ ପଥର NHAI କର୍ତ୍ତୃପକ୍ଷ ରାସ୍ତା ଉପରୁ ହଟାଇ ଥିବା ବେଳେ, ଅନ୍ୟଟି ହଟାଇଥିବା ଜାରି ରଖିଛନ୍ତି ।