Download Now Banner

This browser does not support the video element.

ପାଟଣାଗଡ: ପାଟଣାଗଡ଼-ପଦମପୁର ରାସ୍ତାର ମରୁଆଁ ନିକଟରୁ ୫୦ ଲିଟର ଦେଶୀ ରନ୍ଧା ମଦ ଜବତ, ଜଣେ ଗିରଫ

Patnagarh, Balangir | Sep 4, 2025
ସ୍ଥାନୀୟ ଅବକାରୀ ବିଭାଗ ଗୁରୁବାର ପେଟ୍ରୋଲିଙ୍ଗ କରଥିବା ବେଲେ ପାଟଣାଗଡ଼-ପଦମପୁର ରାସ୍ତା ର ମରୁଆ ନିକଟରେ ଜଣେ ବ୍ୟକ୍ତି ଏକ ବୁଦାମୂଳେ କିଛି ଳୁଚାଉଥିବାର ଦେଖି ଯାଂଚକରିଥିଲେ । ଯାଂଚସମୟରେ ସପୃକ୍ତ ବ୍ୟକ୍ତି ଠାରୁ ୫୦ଲିଟର ଦେଶୀ ମଦ ଜବତ କରିଥିଲେ ମଦ ସହ ଅଭିଯୁକ୍ତକୁ ଗିରଫ କରି ଅପରାହ୍ନ ୪ଟା ସମୟରେ କୋର୍ଟ ଚାଲାଣ କରିଛି ଅଭିଯୁକ୍ତ ଜଣଙ୍କ ହେଲେ ମରୁଆ ଗ୍ରାମର ଚୂଡାମଣି ସାହୁ
Read More News
T & CPrivacy PolicyContact Us