This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ଚୈତନ୍ୟ ଦେବୀ ମାନଙ୍କ ମେଢ଼
Titlagarh, Balangir | Sep 30, 2025
ଟିଟିଲାଗଡ଼ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ଚୈତନ୍ୟ ଦେବୀ ମାନଙ୍କ ମେଢ଼ ଟିଟିଲାଗଡ଼ - ପବିତ୍ର ନବରାତ୍ରିର ଶୁଭ ଅବସରରେ ଟିଟିଲାଗଡ଼ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟ ଆନୁକୁଲ୍ୟରେ ଲାଇଟ ଏବଂ ସାଉଣ୍ଡର ସୁନ୍ଦର ସମନ୍ୱୟ ସହିତ ବିଦ୍ୟାଳୟର ଭଉଣୀ ମାନଙ୍କୁ ଜୀବନ୍ତ ରୂପ ଦେଇ ଚୈତନ୍ୟ ଦେବୀ ମାନଙ୍କ ମେଢ଼ ପ୍ରସ୍ତୁତ କରି ପ୍ରତ୍ୟେକ ଦିନ ସନ୍ଧ୍ୟା ସାତ ଟା ରୁ ରାତି ଦଶଟା ଯାଏଁ ମାତା ମାନଙ୍କ ଗାରିମା ପ୍ରଦର୍ଶନୀ କରାଯାଉଛି। ଯେଉଁଥିରେ ନ ଟି ଦେବୀଙ୍କ ବିଷୟବସ୍ତୁ ଉପରେ ଆଧାରିତ କଥା ଉପସ୍ଥିତ ଲୋକଙ୍କୁ ଶୁଣାଉଛନ୍ତି।