Download Now Banner

This browser does not support the video element.

କଟକ ପୌରାଞ୍ଚଳ: ନିଶ୍ଚିନ୍ତକୋଇଲିରେ ଏକ ଘରେ କଳାକନା ବୁଲେଇଲେ ଚୋର, ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା, ପୋଲିସର ତଦନ୍ତ

Cuttack M Corp PS, Cuttack | Aug 30, 2025
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଏକ ଘରେ କଳାକନା ବୁଲାଇଲେ ଚୋର। ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ଘରୁ ପ୍ରାୟ ୨୧ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୩ ଲକ୍ଷ ଟଙ୍କା ଚୋରି କରିନେଲେ। ଏହା ସହିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଚୋରି ହୋଇଥିବା ନେଇ ଅଭିଯୋଗ କରି ଶନିବାର ସନ୍ଧ୍ୟା ୬.୩୦ ମିନିଟ ସମୟରେ ଥାନାରେ ଏତଲା ଦେଇଛନ୍ତି ଅଭିଯୋଗକାରୀ। ପୋଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଚୋରି ଘଟଣା ଘଟିଥିଲା। ଘର ମାଲିକ ଆଜି ଭୁବନେଶ୍ୱରରୁ ନିଶ୍ଚିନ୍ତକୋଇଲିରେ ଥିବା ଘରେ ପହଞ୍ଚିବା ପରେ ତାଙ୍କ ଘରୁ ଚୋରି ହୋଇଛି ବୁଲୋ।
Read More News
T & CPrivacy PolicyContact Us