Download Now Banner

This browser does not support the video element.

ହିଞ୍ଜିଳି: ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି, ସାର ଅପେକ୍ଷାରେ ଠେଲା ପେଲା ରେ ଚାଷୀ ଆହତ

Hinjili, Ganjam | Sep 23, 2025
ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ମଙ୍ଗଳବାର ଭୋରରୁ ଜାତୀୟ ରାଜପଥ ୫୯ ମିନି ଷ୍ଟାଡିୟମ ନିକଟରେ ଥିବା ହିଞ୍ଜିଳି ସେବା ସମବାୟ ସମିତ କାର୍ଯ୍ୟାଳୟ ସମ୍ମୁଖରେ ସାର ପାଇଁ ହିଞ୍ଜିଳି ,ନୁଆଗଡ,ଆଙ୍କୋରଡା, ପି ରାମଚନ୍ଦ୍ରପୁର,ସୋମପୁର ଗ୍ରାମର ଚାଷୀ ହାତରେ ଆଧାର କାର୍ଡ ଧରି ଲମ୍ବା ଧାଡ଼ିରେ ଠେଲାପେଲା ହେଉଥିବାଦେଖିବାକୁ ମିଳିଥିଲା। ମଙ୍ଗଳବାର ବହୁ ସଂଖ୍ୟାରେ ଚାଷୀ ସୋସାଇଟିକୁ ଆସିବାରୁ ସମ୍ପାଦକ ଉଚ୍ଚ କର୍ତ୍ତୃପକ୍ଷ ଓ ହିଞ୍ଜିଳି ପୋଲିସ କୁ ଜଣାଇଥିଲେ।ପରେ ପୋଲିସ ଉପସ୍ଥିତିରେ ପୁରୁଷ ଓ ମହିଳା ଦୁଇଟି ଧାଡି କରି ସାର ବଣ୍ଟନ କରାଯାଇଥିଲା।
Read More News
T & CPrivacy PolicyContact Us