This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ସହର ପରିସର ବିଭିନ୍ନ ପୋଲିସ ଷ୍ଟେସନ୍ ରେ ଗୁଣ୍ଡା ପରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ
Puri M, Puri | Aug 24, 2025
ସମାଜ ବିରୋଧୀ ଏବଂ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୁରୀ ପୋଲିସ ପକ୍ଷରୁ ପୁରୀ ସହରର ବିଭିନ୍ନ ପୋଲିସ ଷ୍ଟେସନରେ "ଗୁଣ୍ଡା ପରେଡ୍" ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହରର ବାସେଳୀ ସାହି ଥାନା, ବଳିଆପଣ୍ଡା ଥାନା, ସମୁଦ୍ରକୁଳ ଥାନା ଆଦି ବିଭିନ୍ନ ପୋଲିସ ଷ୍ଟେସନରେ ସମାଜ ବିରୋଧୀ, ଇତିହାସ ପତ୍ରିକାଧାରୀ ଏବଂ ଅଭ୍ୟାସଗତ ଅପରାଧୀମାନଙ୍କୁ ଆଜି ସକାଳ ୧୧ଟା ସମୟରେ ପରେଡ୍ କରାଯାଇଥିଲା । ପ୍ରତ୍ୟେକ ରବିବାର ଦିନ ଏହି କାର୍ଯ୍ଯକ୍ରମ ଆୟୋଜିତ ହେବାନେଇ ସୂଚନା ମିଳିଛି । ତେବେ ଉକ୍ତ ବ୍ୟକ୍ତିମାନଙ୍କୁ ସମାଜ ବିରୋଧୀ ଏବଂ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ବ