Install App
pitabasdash10
This browser does not support the video element.
ଆସିକା: ରାଜ୍ୟ ଯୋଗାଣ ମନ୍ତ୍ରୀ ଙ୍କ ଆସିକା ଗ୍ରସ୍ତ, ଡାକବଙ୍ଗଳା ଠାରେ ଚାଷୀଙ୍କ ସାର ସମସ୍ୟା ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କ ସହ କଲେ ଆଲୋଚନା
Asika, Ganjam | Sep 13, 2025
ଗଞ୍ଜାମ ଜିଲ୍ଲା ଆସିକା ଗ୍ରସ୍ତରେ କରିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର l ସେ ଏହି ଗ୍ରସ୍ତ ସମୟ ରେ ଆସିକା ସହର ପୁରୁଣା ବସ ଷ୍ଟାଣ୍ଡ ନିକଟ ଡାକବଙ୍ଗଳା ଠାରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ସହ ଚାଷୀ ମାନଙ୍କ ସାର ସମସ୍ୟା ନେଇ ଆଲୋଚନା କରିଛନ୍ତି l ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲା ଚାଷୀ ମାନଙ୍କ ତୁରନ୍ତ ସାର ସମସ୍ୟାର ସମାଧାନ ହେବ l
Share
Read More News
T & C
Privacy Policy
Contact Us
Your browser does not support JavaScript!