Download Now Banner

This browser does not support the video element.

ସୁନ୍ଦରଗଡ ସହର: ହାୱଡ଼ା–ମୁମ୍ବାଇ ମୁଖ୍ୟ ରେଳପଥର ରାଜଗାଙ୍ଗପୁର ନିକଟସ୍ଥ ସୁନାଖାନ ଓ ସାଗରା ଷ୍ଟେସନ ମଝିରେ ଟ୍ରେନ ଧକ୍କାରେ ଗୁରୁତର ଥିବା ମାଈ ହାତୀର ମୃତ୍ୟୁ

Sundargarh Town, Sundargarh | Sep 4, 2025
ଆଜି ସେପ୍ଟେମ୍ୱର 4 ତାରିଖ ଗୁରୁବାର ଅପରାହ୍ନ 1:30 ରେ ଦୁର୍ଘଟଣାର ଶିକାର ହୋଇଥିବା ମାଈ ହାତୀର ମୃତ୍ୟୁ ହୋଇଥିବା ନେଇ ରାଜଗାଙ୍ଗପୁର ରେଞ୍ଜ ଅଧିକାରୀ ଗୁରୁ ଚରଣ ମଣ୍ଡଳ ସୂଚନା ଦେଇଛନ୍ତି । ତେବେ ରାଉଲକେଲା ବନ ଖଣ୍ଡ ଅଧିକାରୀ ଓ ରାଜଗାଙ୍ଗପୁର ରେଞ୍ଜ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଟ୍ରେନ ଟ୍ରାକରୁ ଉଦ୍ଧାର କରି ପଶୁ ଡ଼ାକ୍ତରଙ୍କ ଦ୍ବାରା ଚିକିତ୍ସା ଆରମ୍ଭ କରିଥିଲେ ହେଁ ହାତୀ ଜୀବନ ହାରିଛି। ବନ ବିଭାଗର ତତ୍ପରତା ଓ ପଶୁ ଡାକ୍ତରଙ୍କ ଚିକିତ୍ସା କାଟୁ କରି ନାହିଁ। ହାତୀକୁ ବଞ୍ଚାଇବା ନେଇ ସମସ୍ତ ଚେଷ୍ଟା ଫେଲ ମାରିଛି। ଅପରପକ୍ଷେ ହାତୀକୁ ହାତୀକୁ ଉଦ୍ଧାର କରାଯାଉଥିବା
Read More News
T & CPrivacy PolicyContact Us