Download Now Banner

This browser does not support the video element.

ଧର୍ମଗଡ: ପଲସ୍ ପୋଲିଓ ଟୀକାକରଣ ନେଇ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ କର୍ମଶାଳା ଅନୁଷ୍ଠିତ

Dharamgarh, Kalahandi | Oct 6, 2025
ସୋମବାର କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ପଲସ୍ ପୋଲିଓ ଟୀକାକରଣ ନେଇ ଏକ କର୍ମଶାଳା ଅନୁଷ୍ଠିତ ହେଇଥିଲା। ଗୋଷ୍ଠୀ ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ହେମନ୍ତ ଶଗଡ଼ିଆ ଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଡାକ୍ତର ଅବିନାଶ ପଣ୍ଡା ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us