Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଉତ୍କଳ ହିତ୍ୟେଷିଣି ସଭା ଗୃହରେ ଗଜପତି ନାଗରିକ ମଞ୍ଚର ସାଧାରଣ ପରିଷଦ ଅଧିବେଶନ ଅନୁଷ୍ଠିତ।

Paralakhemundi, Gajapati | Aug 31, 2025
ଉତ୍କଳ ହିତ୍ୟେଷିଣି ସଭା ଗୃହରେ ଗଜପତି ନାଗରିକ ମଞ୍ଚର ସାଧାରଣ ପରିଷଦ ଅଧିବେଶନ ଅନୁଷ୍ଠିତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଭଣ୍ଡାରି ସାହି ସ୍ଥିତ ଉତ୍କଳ ହିତ୍ୟେଷିଣି ସଭା ଗୃହରେ ଆଜି ଗଜପତି ନାଗରିକ ମଞ୍ଚର ସାଧାରଣ ପରିଷଦ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି। ଗବେଷକ ପୁର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅଶ୍ୱିନୀ କୁମାର ପାଢୀ, ଦିଗ ବିଜୟ ନାଥ ପାଢୀ, ସୁରେଶ ମହାରଣା, ରାଜ କିଶୋର ପାଣିଗ୍ରାହୀ ଏବଂ ସାରଳା ଦେବ ପଟନାୟକ ପ୍ରମୁଖ ମଞ୍ଚସ୍ଥ ହୋଇ ଜିଲ୍ଳାର ବିକାଶ କୁ ନେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ବିଶେଷ ଭାବେ ବିକଶିତ ଓଡ଼ିଶା 2036, ଗଜପତି ଜିଲ୍ଲା ର ବିକାଶ ର
Read More News
T & CPrivacy PolicyContact Us