This browser does not support the video element.
ଯାଜପୁର: ମୁର୍ତ୍ତୁଞ୍ଜୟପୁର ଗାଁ ରାସ୍ତା ସମସ୍ୟାର ସମାଧାନ ଦାବିରେ କୋରେଇ ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ
Jajapur, Jajpur | Aug 25, 2025
[8/25, 3:59 PM] Gyana My Dear: ମୁର୍ତ୍ତୁଞ୍ଜୟପୁର ଗାଁ ରାସ୍ତା ସମସ୍ୟାର ସମାଧାନ ଦାବିରେ ସୋମବାର ଦିନ 12:45 ମିନିଟ ସମୟରେ କୋରେଇ ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ l ପ୍ରକାଶ ଯୋଗ୍ୟ କୋରେଇ ବ୍ଲକ ମୁର୍ତ୍ତୁଞ୍ଜୟପୁର ଗାଁରେ ଆଜକୁ ଅନେକ ଦିନ ହେବ ରାସ୍ତା ସମସ୍ୟା ଯୋଗୁ ରାସ୍ତା ରେ ଯିବା ଆସିବା ପାଇଁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେବେ ଏହି ରାସ୍ତାର ମରାମତି ପାଇଁ ଗ୍ରାମବାସୀ ବିଭିନ୍ନ ମହଲରେ ଅଭିଯୋଗ କଲେବି କୌଣସି ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି l