This browser does not support the video element.
ଓରିଏଣ୍ଟ: ଝାରସୁଗୁଡା ସ୍ଥିତ ଏକ ଘରୋଇ ହୋଟେଲ ରେ ପ୍ରିଣ୍ଟ ଆଣ୍ଡ ଇଲୋକ୍ଟ୍ରୋନିକ ମିଡ଼ିଆ ଆସୋସିଏସନ ର ଜେନେରାଲ ବଡ଼ି ମିଟିଂ ଅନୁଷ୍ଠିତ
Orient, Jharsuguda | Sep 7, 2025
ଝାରସୁଗୁଡା ସ୍ଥିତ ଏକ ଘରୋଇ ହୋଟେଲ ରେ ଝାରସୁଗୁଡା ଡିସ୍ଟିକ ପ୍ରିଣ୍ଟ ଆଣ୍ଡ ଇଲୋକ୍ଟ୍ରୋନିକ ମିଡ଼ିଆ ଆସୋସିଏସନ ର ଜେନେରାଲ ବଡ଼ି ମିଟିଂ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନ ୧୨ ଟା ୩୦ ରୁ ୩ ଟା ୩୦ ଯାଏଁ ଅନୁଷ୍ଠିତ ଏହି ବୈଠକରେ ଝାରସୁଗୁଡା ଡିସ୍ଟିକ ପ୍ରିଣ୍ଟ ଆଣ୍ଡ ଇଲୋକ୍ଟ୍ରୋନିକ ମିଡ଼ିଆ ଆସୋସିଏସନ ର ସଭାପତି, ସମ୍ପାଦକ ଙ୍କ ସହ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ l ସଂଗଠନ ର ଆଗାମୀ ଦିନରେ ରୂପରେଖ, କାର୍ଯ୍ୟ ପନ୍ଥା ବିଷୟରେ ଆଲୋଚନା କରାଯିବାସହ ଦାୟିତ୍ୱ ର ସହ ଖବର ପରିବେଶଷଣ ଉପରେ ଆଲୋକପାତ କରାଯାଇଛି l