Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଝାରସୁଗୁଡା ଏସଡିପିଓ ଙ୍କ କ୍ଷେତ୍ରରେ ଆସୁଥିବା ୫୧ ଟି ସ୍ଥାନରେ ରେଡ କରିଛି ପୋଲିସ

Jharsuguda, Jharsuguda | Sep 4, 2025
ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଝାରସୁଗୁଡା ଏସଡିପିଓ ଙ୍କ କ୍ଷେତ୍ରରେ ଆସୁଥିବା ୫୧ ଟି ସ୍ଥାନରେ ରେଡ କରିଛି ପୋଲିସ l ବିଭିନ୍ନ ସ୍କୁଲ, କଲେଜ ନିକଟରେ ଥିବା ୫୧ ଟି ସ୍ଥାନର ଦୋକାନ ରେ ଚଢ଼ାଉ କରି ସିଗାରେଟ, ବିଡି ଏବଂ ଗୁଟକା, ଖାଇନି ପରି ବିଭିନ୍ନ ସାମଗ୍ରୀ ଜବତ କରିଛି l ଏନେଇ ଆଜି ଗୁରୁବାର ସନ୍ଧ୍ୟା ପ୍ରାୟ ୬ ଟା ରେ ଝାରସୁଗୁଡା ଏସପି ସୂଚନା ଦେବା ସହ ତମ୍ବାଖୁ ଯାତ୍ରୀୟ ଦ୍ରବ୍ୟ ର ବେଆଇନ ବିକ୍ରି ତଥା ସ୍କୁଲ କଲେଜ ନିକଟରେ ବିକ୍ରି ଉପରେ ସମ୍ପୂର୍ଣ ରୋକ ଲଗାଯିବ ବୋଲି ଝାରସୁଗୁଡା ଏସପି ଙ୍କ ପକ୍ଷରୁ ସୂଚନା ଦିଆଯାଇଛି l
Read More News
T & CPrivacy PolicyContact Us