Download Now Banner

This browser does not support the video element.

ଲାଞ୍ଜିଗଡ: ଉଦଯାପିତ ହେଲା କାଣିଗୁମା ଠାରେ ଆୟୋଜିତ ଖଣ୍ଡୁଆଳ ମହୋତ୍ସବ 2025

Lanjigarh, Kalahandi | Oct 7, 2025
କୁମାର ପୂର୍ଣ୍ଣମିର ଶୁଭ ଅବସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଥୁଆମୂଳ ରାମପୁର କାଣିଗୁମା ଠରେ ଖଣ୍ଡୁଆଳ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା, ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରୀ ଯୋଗଦେଇଥିଲେ ଏଥିସହ ନିମନ୍ତ୍ରିତ ଅତିଥିଭାବେ ମାଣିକ୍ୟ ଚନ୍ଦ୍ର ନାଏକଏବଂ ସସରପଞ୍ଚ ଧ୍ରୁବ ମାଝୀ , ସମିତିସଭ୍ୟ ଉପେନ୍ଦ୍ର ନାଏକ କୈଳାସ ପରିଛ , କୃଷ୍ଣ ଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ହେଇଥିଲେ।
Read More News
T & CPrivacy PolicyContact Us