Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଶ୍ରୀ ରାମ ବିଜୟା ଦଶମୀ ମହୋତ୍ସବ ସମିତି ସମ୍ବଲପୁର ପକ୍ଷରୁ ହୋଟେଲ ସିଲା ଟାୱାର ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Sambalpur M, Sambalpur | Sep 12, 2025
ଶ୍ରୀ ରାମ ବିଜୟା ଦଶମୀ ମହୋତ୍ସବ ସମିତି ସମ୍ବଲପୁର ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି l ଆସନ୍ତା ସେପ୍ଟେମ୍ବର 22 ତାରିଖରୁ ପିଏଚଡି ପଡିଆ ଠାରେ ରାମ ଲୀଳା ସହ ବିଜୟା ଦଶମୀ ଦିନ ରାବଣ ପୋଡି ଅନୁଷ୍ଠିତ କରାଯିବାର ସୂଚନା ଦିଆଯାଇଛି l ଏହି ଅବସରରେ ଦେଶ ତଥା ଦେଶ ବାହାରେ ବେଶ ପରିଚିତ ଥିବା ଦିଲ୍ଲୀର ଲବକୁଶ ରାମଲୀଳା ପାର୍ଟିର ଏକ ଟିମ ମଧ୍ୟ ପିଏଚଡି ପଡିଆରେ ରାମଲୀଳା ପରିବେଷଣ କରିବାର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି l ତାହାସହ ବିଜୟା ଦଶମୀ ଦିନ ଭବ୍ୟ ଶୋଭାଯାତ୍ରା ବାହାରିବ l ଶୋଭାଯାତ୍ରା ରେ ରାୟପୁର ରୁ ବଡ଼ ଡିଜେ,ବହୁ ସାଂସ୍କୃତିକ ଦଳ, ପାରମ୍ପରିକ
Read More News
T & CPrivacy PolicyContact Us