This browser does not support the video element.
ଲାଞ୍ଜିଗଡ: ଜୟପାଟଣା ସହରକୁ ବିଜ୍ଞାପିତ ଅଂଚଳ ପରିଷଦ ନାବି ନେଇ ଜୟପାଟଣା ଠାରେ ରେ ବନ୍ଦ ପାଳନ
Lanjigarh, Kalahandi | Aug 22, 2025
ନିକଟରେ ରାଜ୍ୟ ସରକାର କିଛି ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ଘୋଷଣା କରିଥିଲେ . ଯେଉଁଥରେ କଳାହାଣ୍ଡି ଜିଲ୍ଲା ରାଜତନ୍ତ ସମୟର ଅନନ୍ୟ ସହର ଜୟପାଟଣା ସହରର ନାମ ନାହିଁ . କିନ୍ତୁ ପୂର୍ବ ବି.ଜେ.ଡି ନେତୃତ୍ବାଧୂନ ସରକାର ସମୟରେ କଳାହାଣ୍ଡି ଜିଲ୍ଲାର ଜୟପାଟଣାକୁ ବିଜ୍ଞାପିତ ଅଂଚଳ ପରିଷଦର ମାନ୍ୟତା ଦେବା ନେଇ ଘୋଷଣା କରାଯାଇଥିଲା ।. କିନ୍ତୁ ବର୍ତମାନ ସରକାର ଏହି ତାଲିକାରଇ ଜରପାଟଣା ସହରକୁ ବାଦ ଦେଇଥିବାରୁ ସାଧାରଣ ଜନତାଙ୍କ ମଧ୍ୟରଭ ଅସନନ୍ତୋଷ ଦେଖା ଦେଇଛି . ଯାହାକୁ ନେଇ ଶୁକ୍ରବାର ବି.ଜେ.ଡି ପକ୍ଷରି ପକ୍ଷରୁ ଜୟପାଟଣା ଠାରେ ବନ୍ଦ୍ ପାଳନ କରାଯାଇଛି।