Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ସ୍ୱର୍ଗ ଦ୍ଵାର ନିକଟ ଗୋଛିକାର ହୋଟେଲ ସମ୍ମୁଖ ଡ୍ରେସ ଦୋକାନ ରୁ ଚୋରୀ ଅଭିଯୋଗ ରେ ସମୁଦ୍ର କୂଳ ଥାନା ଦ୍ୱାରା ଜଣେ ଗିରଫ l

Puri M, Puri | Sep 12, 2025
ସ୍ୱର୍ଗଦ୍ଵାର ନିକଟ ଗୋଛିକାର ହୋଟେଲ ସମ୍ମୁଖ ଡ୍ରେସ ଦୋକାନ ରୁ ଚୋରୀ ଅଭିଯୋଗ ରେ ସମୁଦ୍ର କୂଳ ଥାନା ଦ୍ୱାରା ଜଣେ ଗିରଫ l ଆଜି ସନ୍ଧ୍ୟା 6 ସମୟରେ ସମୁଦ୍ରକୂଳ ଥାନା ପକ୍ଷରୁ ସୂଚନା ଦିଆଯାଇଛି l
Read More News
T & CPrivacy PolicyContact Us