This browser does not support the video element.
କେନ୍ଦୁଝର ସହର: ଖଡିକାପଦା ଠାରେ ମହୁଲ ଗଛରୁ ବିବାହିତା ମହିଳାଙ୍କ ମୃତ୍ୟୁ ଦେହ ଉଦ୍ଧାର କାରଣ ଅସ୍ପଷ୍ଟ
Kendujhar Town, Kendujhar | Sep 28, 2025
ମହୁଲ ଗଛରୁ ବିବାହିତା ମହିଳାଙ୍କ ମୃତ୍ୟୁ ଦେହ ଉଦ୍ଧାର କାରଣ ଅସ୍ପଷ୍ଟ ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଫାଣ୍ଡି ସାହାରପଡା ବ୍ଲକ ଅନ୍ତର୍ଗତ ଖଡିକାପଦା ପଞ୍ଚାୟତ ଗୋହିରା ସାହି ଜଙ୍ଗଲ ନିକଟରେ ଆଜି ସକାଳେ ବିବାହିତ ମହିଳାଙ୍କ ମୃତ୍ୟୁ ଦେହ ଠାବ ହୋଇଛି ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି