This browser does not support the video element.
ପାରଳାଖେମୁଣ୍ଡି: କଥଲକଇଠା ଗ୍ରାମ ସ୍ଥିତ ଏକ ନାଳରେ ବୁଡି ୨୫ ବର୍ଷୀୟ ଯୁବକ ମୃତ
Paralakhemundi, Gajapati | Aug 22, 2025
କଥଲକଇଠା ଗ୍ରାମ ସ୍ଥିତ ଏକ ନାଳରେ ବୁଡି ୨୫ ବର୍ଷୀୟ ଯୁବକର ମୃତ୍ୟୁ। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ତଥା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କଥଲକଇଠା ଗ୍ରାମ ସ୍ଥିତ ଏକ ନାଳରେ ବୁଡି ୨୫ ବର୍ଷୀୟ ଯୁବକର ମୃତ୍ୟୁ ହୋଇ ଥିବା ସୂଚନା ମିଳିଛି। ମୃତ ଯୁବକ ଜଣଙ୍କ ହେଲେ କଥଲକଇଠା ଗ୍ରାମ ର ସରୋଜ କୁମାର ପଣ୍ଡା ଙ୍କ ୨୫ ବର୍ଷୀୟ ପୁଅ ନବୀନ ପଣ୍ଡା ଓରଫ ରବୀନ୍ଦ୍ର ବୋଲି ପ୍ରାଥମିକ ସୂଚନା ମିଳିଛି। ସୂଚନା ପ୍ରକାରେ ଆଜି ସକାଳ ବେଳେ ଶୌଚ ହେବାକୁ ନିକଟସ୍ଥ ନାଳକୁ ଯାଇଥିବା ବେଳେ କୌଣସି କାରଣରୁ ସେ ନାଳ ମଧ୍ୟରେ ପଡ଼ି ଅଚେତ ହୋଇ ମୃତ୍ୟୁ ବରଣ କରିଥିବା ଶୁଣିବାକୁ ମିଳିଛି। ଘଟଣା ସ୍ଥଳରେ ପାରଳାଖ