This browser does not support the video element.
କାମାକ୍ଷାନଗର: କଇଁବିଲି ଛକ ନିକଟରେ ଶୁକ୍ରବାର ୪ଟା ୩୦ରେ କାର ଧକା ଦେଲା ସ୍କୁଟିକୁ ୩ଜଣ ଗୁରୁତର ମେଡ଼ିକାଲରେ ଭର୍ତ୍ତି
Kamakshyanagar, Dhenkanal | Sep 26, 2025
କଇଁବିଲି ଛକ ନିକଟରେ ଶୁକ୍ରବାର ୪ଟା ୩୦ରେ କାର ଧକା ଦେଲା ସ୍କୁଟିକୁ ୩ଜଣ ଗୁରୁତର ମେଡ଼ିକାଲରେ ଭର୍ତ୍ତି ।ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା କଇଁବିଲି ଛକ ନିକଟରେ ଶୁକ୍ରବାର ସ୍କୁଟିକୁ ଧକା ଦେଲା କାର ।ପରଜଙ୍ଗ ଆଡୁ କାମାକ୍ଷାନଗର ଆଡକୁ ଆସୁଥିବା ସ୍କୁଟିକୁ ପଛରୁ ଧକା ଦେଲା କାର ଯାହାଫଳରେ ସ୍କୁଟିରେ ଥିବା ୩ଜଣ ଗୁରୁତର ହୋଇ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।