Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବରମୁଣ୍ଡା ରେ ଅଜଣା ଗାଡି ଧକାରେ ଯୁବକଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ତଦନ୍ତ କରୁଛି ପୋଲିସ

Bhubaneswar M Corp, Khordha | Aug 22, 2025
ବରମୁଣ୍ଡା ରେ ଅଜଣା ଗାଡି ଧକାରେ ଯୁବକଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ତଦନ୍ତ କରୁଛି ପୋଲିସ | ରାଜଧାନୀରେ ଆଉ ଏକ ହିଟ ଆଣ୍ଡ ରନ | ଆଜି 8.45ରେ ବରମୁଣ୍ଡା ରେ ଅଜଣା ଗାଡି ଧକାରେ ଯୁବକଙ୍କ ମୃତ୍ୟୁ | ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ | ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଂଚି ଖୋଳ ତାଡ଼ କରୁଛି | ମୃତ ଦେହ ଜବତ କରି ସବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ | ସେପଟେ ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡି କୁ ଖୋଜିବା ପାଇଁ ଆଖପାଖ ରେ ଲାଗିଥିବା ସମସ୍ତ ସିସିଟିଭି ଯାଞ୍ଚ କରୁଛି ପୋଲିସ |
Read More News
T & CPrivacy PolicyContact Us