This browser does not support the video element.
ଝାରସୁଗୁଡା: ବେଲପାହାଡ ପୌରପରିଷଦରେ ଦୁର୍ନୀତିକୁ ନେଇ ଆଜି ବେଲପାହାଡ ର ଏକ ଘରୋଇ ହୋଟେଲ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Jharsuguda, Jharsuguda | Aug 27, 2025
ବେଲପାହାଡ ପୌରପରିଷଦରେ ଦୁର୍ନୀତିକୁ ନେଇ ଆଜି ବେଲପାହାଡ ର ଏକ ଘରୋଇ ହୋଟେଲ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ବେଲପାହାଡ ର ଯୁବ ସଂଗଠନ ପକ୍ଷରୁ ଆଜି ବୁଧବାର ପୂର୍ବାହ୍ନ ୧୧ଟା ୩୦ ରୁ ଅପରାହ୍ନ ୧୨ ଟା ୩୦ ଯାଏଁ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ବେଲପାହାଡ ପୌରପରିଷଦ ରେ ହୋଇଥିବା ଦୁର୍ନୀତି ବିଷୟରେ ବେଲପାହାଡ ନଗରପାଳ ନିମାଇଁ ଚରଣ ପଣ୍ଡା ଝାରସୁଗୁଡା ଜିଲ୍ଲାପାଳ ଏବଂ ବେଲପାହାଡ ଥାନାରେ ଅଭିଯୋଗ କରିଥିଲେ l