This browser does not support the video element.
ପାରଳାଖେମୁଣ୍ଡି: ଆଇ ଏମ୍ ଡି ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ସଙ୍କେତ ଜାରି କରିଥିବା ବେଳେ ଜିଲ୍ଲାରେ ୨୧୨.୫ ମିଲିମିଟର ବର୍ଷା ରେକର୍ଡ।
Paralakhemundi, Gajapati | Sep 3, 2025
ଆଇ ଏମ୍ ଡି ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ସଙ୍କେତ ଜାରି କରିଥିବା ବେଳେ ଜିଲ୍ଲାରେ ୨୧୨.୫ ମିଲିମିଟର ବର୍ଷା ରେକର୍ଡ। ଗଜପତି ଜିଲ୍ଲାକୁ ଆଇ ଏମ ଡି ବିଭାଗ ପକ୍ଷରୁ ୟେଲୋ ସଙ୍କେତ ଜାରି କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ମୋଟ ୨୧୨.୫ ମିଲିମିଟର ବର୍ଷା ରେକର୍ଡ କରା ଯାଇଛି। ଜିଲ୍ଲାର ସାତଟି ବ୍ଲକରେ ହୋଇଥିବା ବର୍ଷା ରେକର୍ଡ଼ ଦେଖିବାକୁ ଗଲେ କାଶୀନଗର ବ୍ଲକ୍ ରେ ୧୦.୮ ମିଲିମିଟର, ପାରଳାଖେମୁଣ୍ଡି ରେ ୩୯.0 ମିଲିମିଟର, ରାୟଗଡ ବ୍ଲକ ରେ ୩୪.୪ ମିଲିମିଟର,ଗୁମ୍ମା ବ୍ଲକ ରେ ୨୯.୦ ମିଲିମିଟର, ନୂଆଗଡ ବ୍ଲକରେ ୩୫.୨ ମିଲିମିଟର, ଆର୍ ଉଦୟଗିରି ବ୍ଳକ ରେ ୧୧.୮ ମିଲିମିଟର,