Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ର ଜଳ ଭଣ୍ଡାରରେ 8ଟି ଗେଟ ଖୋଲା

Sambalpur M, Sambalpur | Aug 23, 2025
ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ 4ଟି ଗେଟ, ବର୍ତ୍ତମାନ ହୀରାକୁଦ ର ଜଳ ଭଣ୍ଡାରରେ 8ଟି ଗେଟ ଖୋଲା ଯାଇଛି l ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାର ର ଜଲସ୍ତର 621.33ଫୁଟ ରହିଛି l ଆଜି ରାତି 9 ଟା ସୁଦ୍ଧା ହୀରାକୁଦ ଜଲଭଣ୍ଡାରକୁ ପ୍ରତି ସେକେଣ୍ଡ ରେ 2 ଲକ୍ଷ 27ହଜାର 796ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାର ରୁ 1 ଲକ୍ଷ 61ହଜ଼ାର 516କ୍ୟୁସେକ ଜଳ ନିଷ୍କାସନ ହେଉଛି l
Read More News
T & CPrivacy PolicyContact Us