Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପୋଲିସ କମିସନର ଙ୍କ ଅଫିସରୁ ସପ୍ତମ ବାଟାଲିୟନ ପର୍ଯ୍ୟନ୍ତ ସାଇକେଲ ରାଲି ରେ ଯୋଗଦେଲେ ଅତିରିକ୍ତ ପୋଲିସ ମହା ନିର୍ଦେଶକ ଅମିତାଭ ଠାକୁର

Bhubaneswar M Corp, Khordha | Aug 24, 2025
ପୋଲିସ କମିସନର ଙ୍କ ଅଫିସରୁ ସପ୍ତମ ବାଟାଲିୟନ ପର୍ଯ୍ୟନ୍ତ ସାଇକେଲ ରାଲି ରେ ଯୋଗଦେଲେ ଅତିରିକ୍ତ ପୋଲିସ ମହା ନିର୍ଦେଶକ ଅମିତାଭ ଠାକୁର | ଆଜି 8.35ରେ ପୋଲିସ କମିସନର ଙ୍କ ଅଫିସରୁ ସପ୍ତମ ବାଟାଲିୟନ ପର୍ଯ୍ୟନ୍ତ ସାଇକେଲ ରାଲି ରେ ଯୋଗଦେଲେ ଅତିରିକ୍ତ ପୋଲିସ ମହା ନିର୍ଦେଶକ ଅମିତାଭ ଠାକୁର | ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମନ କି ବାତ ର 117ତମ ଅଧ୍ୟାୟ ପାଇଁ ସାଇକେଲ ରାଲି କରାଯାଇଥିଲା | ଫିଟନେସ କି ଡୋଜ ଅଧ ଘଣ୍ଟା ରୋଜ ର ନାରା ନେଇ ସମସ୍ତ ପୋଲିସ ଅଧିକାରୀ ମାନେ ଏହି ସାଇକେଲ ରାଲିରେ ଯୋଗ ଦେଇଥିଲେ |
Read More News
T & CPrivacy PolicyContact Us