Download Now Banner

This browser does not support the video element.

କୋଟପାଡ: ବୋରିଗୁମ୍ମା ଜାତୀୟ ରାଜପଥ 26 ଖୁଡ଼ିଗୁଡା ଗ୍ରାମ ନିକଟରେ ବସ ଧକ୍କାରେ ବାଇକ ଅରୋହୀଙ୍କ ମୃତ୍ୟୁ

Kotpad, Koraput | Aug 18, 2025
ବୋରିଗୁମ୍ମା ଜାତୀୟ ରାଜପଥ 26 ଖୁଡ଼ିଗୁଡା ନିକଟରେ ବସ ଧକ୍କାରେ ବାଇକ ଅରୋହି ମୃତ୍ୟୁ ।ମୃତକ ଜଣକ ହେଲେ ବୋରିଗୁମ୍ମା ନିବାସୀ ନାରାୟଣ ଯାନୀ ।କୌଣସି କାମରେ ସେ ଜୟପୁର ଅଭିମୁଖେ ଯାଉଥିବା ସମୟରେ ସାମନା ପଟୁ ଆସୁଥିବା ଗୁପ୍ତା ନାମକ ବସ ସହିତ ଖୁଡ଼ିଗୁଡା ଛକରେ ଧକ୍କା ହେଇଥିଲା ।ଖବର ପାଇ ବୋରିଗୁମ୍ମା ପୋଲିସ ଘଟଣା ସ୍ଥଳକୁ ଯାଇ ବାଇକ ଟିକୁ ଜବତ କରିଥିବା ବେଳେ ବସ ଡ୍ରାଇଭର ବସ ଟିକୁ ନେଇ ଥାନା ସମ୍ମୁଖରେ ରଖି କେଉଁ ଆଡେ ଚମ୍ପଟ ମାରିଥିଲେ।ମୃତ ନାରାୟଣ ଙ୍କ ଶରୀର ବୋରିଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରହିଛି ।ପରେ ବହୁ ଉତ୍ତେଜନା ସୃଷ୍ଟି ହୋଇଛି
Read More News
T & CPrivacy PolicyContact Us