This browser does not support the video element.
କଣ୍ଟାମାଳ: ଶିମିଳିପଦର ପେକ୍ସରେ ସାର ବଣ୍ଟନ ସମୟରେ ଉତେଜେନା ପ୍ରଶାସନ ଉପସ୍ଥିତ ରେସାର ବଣ୍ଟନ
Kantamal, Boudh (Bauda) | Sep 7, 2025
ସାର ବଣ୍ଟନ ସମୟରେ ଉତେଜେନା ପ୍ରଶାସନ ଉପସ୍ଥିତ ରେସାର ବଣ୍ଟନ ବିଭିନ୍ନ ପେକ୍ସରେ ଏବେ ସାରପାଇଁ ଚାଷୀ ଙ୍କ. ଲମ୍ବାଲାଇନ ଲାଗିଛି I ତଥାଵି ସାର ମିଳିପାରୁ ନାହଁ ଫଳରେ ଚାଷୀ ବହୁ ହଇରାଣ ହେଉଛି I ସେହି ପରି ଆଜି ସିମିଲି ପଦର ପେକ୍ସରେ ଅଧିକ ଚାଷୀ ଥିବା ବେଳେ ସାରକମ ଆସିଛି ଫଳରେ ଚାଷୀ ଉତେଜେନା ଦେଖିବାକୁ ମିଳିଥିଲା I ଫଳରେ ଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନ ର ଉପସ୍ଥିତିରେ ସାର ବଣ୍ଟନ କରିଥିବା ଦେଖିବାକୁ ମିଳିଛି I ସନ୍ଦ୍ୟା 6-ଘଣ୍ଟା ସମୟ ରେ ମଧ୍ୟ୍ୟ ପେକ୍ସରେ ଚାଷୀ ଉପସ୍ଥିତ ରହିଥିଲେ I