Download Now Banner

This browser does not support the video element.

ଫୁଲବାଣୀ ସହର: ଗ୍ରେସିଙ୍ଗିଆ ପଞ୍ଚାୟତ ନିକଟରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

Phulabani Town, Kandhamal | Aug 22, 2024
ଘୁ ଉଦୟଗିରି: ଗ୍ରେଶୀଙ୍ଗିଆ ଠାରେ ପଞ୍ଚାୟତ ସରପଞ୍ଚ ତ୍ରିଶିଳା ପ୍ରଧାନଙ୍କ ନେତୃତ୍ୱରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର୍ ଦେବତା,ଆଦର୍ଶ ଥାନା ଅଧିକାରୀ ଭଗବାନ ପୂଜାରୀ, ଏଇଈ ଅସିତ୍ କୁମାର ସେଠୀ,ଏପିଓ ଗାୟତ୍ରୀ ସାହୁ,ବ୍ଲକ ସଂଯୋଜକ ଜଗନ୍ନାଥ ରଥ, ଉପସ୍ଥିତ ରହିଥିଲେ ।କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ପରିଚାଳନା କରିଥିବା ବେଳେ ପଞ୍ଚାୟତ ଅନ୍ତର୍ଗତ ଅନେକ ହିନ୍ଦୁ,ଖ୍ରୀଷ୍ଟିଆନ ଭାଇ ଭଉଣୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us