Download Now Banner

This browser does not support the video element.

ପାଟଣାଗଡ: ସୋଳବନ୍ଧ ରାମ ମନ୍ଦିର ର ମା ଭଗବତୀ ଙ୍କ ଠାରେ ନବ କୁମାରୀ ପୂଜନ ଅନୁଷ୍ଠିତ

Patnagarh, Balangir | Oct 1, 2025
ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ସୋଳବନ୍ଧ ରାମ ମନ୍ଦିର ରେ ଥିବା ମା ଭଗବତୀ ଙ୍କ ଠାରେ ନବ କୁମାରୀ ପୂଜନ ଅନୁଷ୍ଠିତ ହୋଇଯାଇଛି ।ଏଥିପାଇଁ ବୁଧବାର ମଧ୍ୟାହ୍ନରେ ନଅ ଜଣ କୁମାରୀ କନ୍ୟା ଙ୍କୁ ଦେବୀ ଭାବରେ ସଜାଇ ପୂଜନ କରାଯାଇଥିଲା ।
Read More News
T & CPrivacy PolicyContact Us