This browser does not support the video element.
ଟିଟିଲାଗଡ: ନ୍ୟୁଜ ୧୮ ଶାରଦୀୟ ସମ୍ମାନ ୨୦୨୫ ରେ ସମ୍ମାନିତ ହେଲା ଟିଟିଲାଗଡ଼ର ମାଉସୀ ମା ମନ୍ଦିର ଦୁର୍ଗା ପୂଜା କମିଟି
Titlagarh, Balangir | Oct 1, 2025
ନ୍ୟୂଜ୍ ୧୮ ଶାରଦୀୟ ସମ୍ମାନ ୨୦୨୫ ରେ ସମ୍ମାନିତ ହେଲା ଟିଟିଲାଗଡ଼ର ମାଉସୀ ମା ମନ୍ଦିର ଦୁର୍ଗା ପୂଜା କମିଟି ଟିଟିଲାଗଡ଼ - ବଲାଙ୍ଗିର ଜିଲ୍ଲାର ସର୍ବ ପୁରାତନ ମେଢ଼ ଭାବେ ପରିଚିତ ଟିଟିଲାଗଡ଼ ସହରର ମାଉସୀ ମା ସାର୍ବଜନିକ ଦୁର୍ଗା ପୂଜା କମିଟି। ୧୯୩୭ ମସିହାରେ ପ୍ରଥମ ଥର ପାଇଁ ଦୁର୍ଗା ପୂଜା ଆରମ୍ଭ କରିଥିବା ବେଳେ ଚଳିତ ବର୍ଷ ୮୯ ତମ ବର୍ଷରେ ପଦାର୍ପଣ କରିଛି। ସହରର ମଧ୍ୟ ଭାଗରେ ଥିବା ମାଉସୀ ମା ଦୁର୍ଗା ପୂଜା ଦେଖିବାକୁ ସହରର ସମସ୍ତ କୋଣ ଅନୁକୋଣରୁ ମା ଦୂର୍ଗାଙ୍କ ଦର୍ଶନ ଲାଭ କରିବା ପାଇଁ ଆସିଥାନ୍ତି। ତେବେ ପ୍ରତ୍ୟେକ ବର୍ଷ ବିଭିନ୍ନ ଆକର୍ଷଣୀୟ ତୋରଣ ନିର୍ମାଣ