Download Now Banner

This browser does not support the video element.

କଣ୍ଟାବାଞ୍ଜି: ଗୁଡିଘାଟ ଗ୍ରାମରୁ କେନ୍ଦୁଗଣ୍ଡି ସହ ବ୍ୟବହୃତ ଗାଡି ଜବତ କଲା ବନବିଭାଗ

Kantabanji, Balangir | Aug 25, 2025
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ମୁରିବାହାଲ ରେଞ୍ଜ ଗୁଡିଘାଟ ଗ୍ରାମରୁ କେନ୍ଦୁଗଣ୍ଡି ସହ ବ୍ୟବହୃତ ଗାଡି ଜବତ କଲା ବନବିଭାଗ । ଚୋରା ଚାଲାଣ ପାଇଁ ଗଚ୍ଛିତ ରଖିଥିବା ବେଳେ ଖବର ପାଇ ବନ ବିଭାଗ ପକ୍ଷରୁ ଚଢଉ କରାଯାଇଛି। କେନ୍ଦୁଗଣ୍ଡି ଜବତ କରି ଅଧିକ ତଦନ୍ତ କରୁଛି ବନ ବିଭାଗ ମାଫିଆ ଗାଡି ଛାଡି ଫେରାର ମାରିଥିବା ନେଇ ସୂଚନା ମିଳିଛି ।
Read More News
T & CPrivacy PolicyContact Us