This browser does not support the video element.
ଘସିପୁରା: ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପୁଲିସ ବନ୍ଧୁ କାର୍ଯ୍ୟକ୍ରମ
Ghasipura, Kendujhar | Aug 23, 2025
ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଆଜି ଛାତ୍ରୀ ଓ ମହିଳା ନିର୍ଯାତନା ସମ୍ବନ୍ଧୀୟ ପୁଲିସ ବନ୍ଧୁ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ହରେକୃଷ୍ଣ ମହାନ୍ତି ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ପାର୍ଥ ସାରଥୂ କାର୍ଯ୍ୟକ୍ରମ ด ସଂଯୋଜନା କରିଥିଲେ।ମୁଖ୍ୟ ଅତିଥି ଭାବେ ପାଟଣା ଥାନାଧୂକାରୀ ମାନସ କୁମାର ମହାକୁଳ ସହ ଏ ଏସ ଆଇ ଧନେଶ୍ବର ପାତ୍ର,ଶିକ୍ଷୟତ୍ରୀ ମଧୁସ୍ମିତା ବାରିକ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରେ ଛାତ୍ରୀ ମାନଙ୍କୁ ସାଂପ୍ରତିକ ଘଟଣା ପରିପ୍ରେକ୍ଷୀରେ ସତର୍କତା ଅବ ଅବଲମ୍ବନ ସହ ନିଜେ ସୁରକ୍ଷିତ ରହିବା ପରାମର୍ଶ ଦେଇଛନ୍ତି।