Install App
santoshbaral67
This browser does not support the video element.
ସତ୍ୟବାଦୀ: ଭୁବନେଶ୍ୱର ସ୍ଥିତ ସରକାରୀ ବାସ ଭବନରେ ସତ୍ୟବାଦୀ ବିଧାୟକଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ,ଯୋଗଦେଲେ ସ୍ଥାନୀୟ ବିଧାୟକ
Satyabadi, Puri | Sep 5, 2025
ଆଜି ପୂର୍ବାହ୍ନ ୧୦ଟାରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ଭୁବନେଶ୍ଵର ସ୍ଥିତ ସରକାରୀ ବାସ ଭବନରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବ୍ଲକ୍ର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକ ମାନଙ୍କ ସମସ୍ୟା ଶୁଣିବା ସହ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ।
Share
Read More News
T & C
Privacy Policy
Contact Us
Your browser does not support JavaScript!