Download Now Banner

This browser does not support the video element.

ସୁନ୍ଦରଗଡ ସହର: ହେମଗିର ଲାଲ ବଜାର ଦୁର୍ଗାମଣ୍ଡପ ପରିସରରେ ହେମଗିର ସାର୍ବଜନୀନ ଦୁର୍ଗାପୂଜା ନେଇ ଜରୁରୀ ବୈଠକ, ଯୋଗଦେଲେ ପୋଲିସ ଓ ପ୍ରଶାସନିକ ଅଧିକାରୀ

Sundargarh Town, Sundargarh | Sep 11, 2025
ଆଜି ସେପ୍ଟେମ୍ୱର 11 ତାରିଖ ଗୁରୁବାର ସନ୍ଧ୍ୟା 5:30 ରେ ହେମଗିର ସାର୍ବଜନୀନ ଦୁର୍ଗାପୂଜା କମିଟିର ଏକ ଜରୁରୀ ବୈଠକ ହେମଗିର ଲାଲ ବଜାର ଦୁର୍ଗାପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଆଉ କେଇଟା ଦିନ ପରେ ମାଙ୍କ ପୂଜା, ହେମଗିର ହେବ ଚଳଚଞ୍ଚଳ, ଲୋକ ସଂଖ୍ୟା ଆଶାତୀତ ଭାବେ ବଢିବ , ହେମଗିରରେ ହେବ ପ୍ରସିଦ୍ଧ ଦୁର୍ଗାପୂଜା, ହେବ ଆକର୍ଷଣୀୟ ରାବଣ ପୋଡ଼ି, ଚାଲିବ ରାବଣଙ୍କ ଦରବାର, ସହର ପରିକ୍ରମା କରିବେ ଚଳନ୍ତି ରାବଣ, ତାପରେ ଯୁଦ୍ଧ। ଏହି ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବା ନେଇ ପୂଜା କମିଟି ପ୍ରଶାସନିକ ଅଧିକାରୀ, ପୋଲିସ, ଫାୟାର ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଲୋ
Read More News
T & CPrivacy PolicyContact Us