Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ସର୍ଗୀଗୁଡା ରାମ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସ ଓ ଲକ୍ଷ୍ମଣା ନନ୍ଦ ସରସ୍ଵତୀଙ୍କ ବଳିଦାନ ଦିବସ ପାଳିତ

Titlagarh, Balangir | Aug 22, 2025
ଶୁକ୍ରବାର ସନ୍ଧ୍ୟା ୬ ଘଟିକା ସମୟରେ ଟିଟିଲାଗଡ଼ ସର୍ଗିଗୁଡା ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵ ହିନ୍ଦୁ ପରିଷଦ ଟିଟିଲାଗଡ଼ ପକ୍ଷରୁ ବିଶ୍ଵ ହିନ୍ଦୁ ପରିଷଦ ର ସ୍ଥାପନା ଦିବସ ତଥା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ସମସ୍ତ କାର୍ଯ୍ୟକର୍ତ୍ତା ତଥା ଜନ ସାଧାରଣ ଯୋଗଦେଇଥିଲେ। ଶ୍ରୀଯୁକ୍ତ ନନ୍ଦ ମହଲା ଜିଲ୍ଲା ସମ୍ପାଦକ ବିଶ୍ଵ ହିନ୍ଦୁ ପରିଷଦ ଟିଟିଲାଗଡ଼ଙ୍କ ସଭାପତିତ୍ବରେ ଏହି ଦିବସ ପାଳନ କରାଇଯାଇଚି।
Read More News
T & CPrivacy PolicyContact Us