This browser does not support the video element.
କେନ୍ଦୁଝର ସହର: ଜନାର୍ଦନପୁର ପାଟଣା ଗ୍ରାମରେ ମହିଳାଙ୍କ ମୃତ ଦେହ ଉଦ୍ଧାର
Kendujhar Town, Kendujhar | Sep 10, 2025
ରାମଚନ୍ଦ୍ରପୁର ଥାନା ଜନାର୍ଦନପୁର ପାଟଣା ଗାଁ ନାଳ ନିକଟରୁ ମିଳିଲା ମହିଳାଙ୍କ ମୃତଦେହ ା ମୃତା ମହିଳା ଗାଁ ର ବୁଲୁ ଦାସ ଙ୍କ ପତ୍ନୀ ସୁକାନ୍ତି ଗତ ୪ଦିନ ଧରି ନିଖୋଜ ଥିଲ ା ନିଖୋଜନେଇ ଥାନାରେ ମଧ୍ଯ ଅଭିଯୋଗ କରିଥିଲେ ପରିବାର ଲୋକେ ା ତେବେ ଆଜି ଉଲଗ୍ନ ଅବସ୍ତାରେ ହାତଗୋଡ ବନ୍ଧା ଅବସ୍ତାରେ ମୃତଦେହ ମିଳିବାପରେ ପରିବାର ଲୋକେ ସୁକାନ୍ତି ଙ୍କୁ ହତ୍ଯା କରାଯାଇଥିବା ଦାବୀ କରିଛନ୍ତି ା ଗାଁ ର କୁନା ଦାସ ନାମକ ବ୍ଯାକ୍ତିସହ ପୂର୍ବରୁ ସୁକନ୍ତି ସହ ଝଗଡା ହୋଇଥିଲା ା