Download Now Banner

This browser does not support the video element.

ଭୋଗରାଇ: ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ସରକାର, ଭୋଗରାଇ ଅଞ୍ଚଳରେ ଶହେରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀଙ୍କୁ ମିଳିବ ଲାଇବ ଯାକେଟ, ଓ ଲାଇବୟ ।

Bhograi, Balasore | Aug 31, 2025
ଭୋଗରାଇ ବ୍ଲକ ଉଦୟପୁର ,ତାଳସାରି, ରଣସିଂହପୁର ,କୀର୍ତ୍ତିନିଆ ଆଦି ସ୍ଥାନରେ ଥିବା ମତ୍ସ୍ୟଜୀବୀଙ୍କୁ ମିଳିବ ସୁରକ୍ଷା ଜିନିଷ । ଏନେଇ ଅଣ୍ଟା ଭିଡ଼ିଛନ୍ତି ସରକାର ,ସୂଚନା ଦେଲେ ମତ୍ସ୍ୟ ଅଧିକାରୀ ଅନନ୍ତ ଜେନା । ପ୍ରଥମ ପ୍ରଯ୍ୟାୟରେ ଶହେରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀଙ୍କୁ ମିଳିବ ସୁରକ୍ଷା ଜିନିଷ ।
Read More News
T & CPrivacy PolicyContact Us