This browser does not support the video element.
କୋରାପୁଟ ସହର: କୋରାପୁଟରୁ ଭୂବନେଶ୍ଵରକୁ ଦିନବେଳେ ଟ୍ରେନ ଚଳାଚଳ ନେଇ ବାସଭବନରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ବିଧାୟକ
Koraput Town, Koraput | Aug 26, 2025
କୋରାପୁଟରୁ ଭୂବନେଶ୍ଵରକୁ ଦିନବେଳେ ଏକ ଟ୍ରେନ ଚାଲିବା ନେଇ କୋରାପୁଟ ବାସିନ୍ଦା ଦାବି କରି ଆସୁଥିଲେ। ସ୍ଥାନୀୟ ଜନପ୍ରତିନିଧି ଭାବରେ କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିଥିଲି ଖୁବଶୀଘ୍ର କୋରାପୁଟ ଜିଲ୍ଲାକୁ ଭୂବନେଶ୍ଵର ପାଇଁ ଦିନବେଳେ ଏକ ଟ୍ରେନ୍ ଚଳାଚଳ ସେବା ଆରମ୍ଭ ନେଇ ପ୍ରତିଶ୍ରୁତି ଦେଇଥିବା ଆଜି ଅପରାହ୍ନ ୪ଟା ସମୟରେ କୋରାପୁଟରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବିଧାୟକ ରଘୁରାମ ମାଛ।