Install App
sushantpattnayak1983
This browser does not support the video element.
ଛତ୍ରପୁର: ଅପରେସନ ଅନ୍ବେଷଣରେ ଜିଲ୍ଲାରେ ୯୦ ଜଣ ନିଖୋଜ ମହିଳା ଓ ଶିଶୁ ଉଦ୍ଧାର, ଛତ୍ରପୁର ସ୍ଥିତ ଏସପିଙ୍କ କାର୍ଯ୍ୟାଳୟରୁ ସୂଚନା
Chhatrapur, Ganjam | Aug 22, 2025
ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଅପରେସନ ଅନ୍ବେଷଣ ।ନିଖୋଜ ମହିଳା ଓ ଶିଶୁଙ୍କୁ ଉଧାର କରାଯାଉଛି। ଏହି କ୍ରମରେ ଗତକାଲି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୯୦ ଜଣ ନିଖୋଜ ମହିଳା ଓ ଶିଶୁଙ୍କୁ ଉଧାର କରାଯାଇଥିବା ସୂଚନା ମିଳିଛି। ଶୁକ୍ରବାର ପୂର୍ବାହ୍ନରେ ଛତ୍ରପୁର ସ୍ଥିତ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!