This browser does not support the video element.
ତଲସରା: ଗୋଆ ଠାରେ ଡାହିଜିରା ଗ୍ରାମର ଦାଦନ ଶ୍ରମିକର ମୃତ୍ୟୁ
Talasara, Sundargarh | Sep 2, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକର ଡାହିଜିରା ଗ୍ରାମର ମନବ୍ରତ ରଥ ଓ ତାଙ୍କର ଭାଇ ରୁତୁରାଜ ରଥ ଗୋଆ ଠାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ସେଠାରେ ରୁତୁରାଜ ର ମୃତ୍ୟୁ ଘଟିଛି। ଆଜି ତାର ମୃତ ଦେହ ଗାଁ କୁ ଫେରିଲା ପରେ ଅନ୍ତ୍ୟେଷ୍ଟିକ୍ରୀୟା ସମାପନ ହୋଇଛି।